Jump to content

କପାଳଭାତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳଭାତି
ଉଚ୍ଚାରଣ: Kapāḻabhāti

ସଂ. ବି. (୬: ଷ୍ଠୀ ତତ୍; କପାଳ+ଭାତି) —

ଆଙ୍ଗୁଠିଦ୍ବାରା କପାଳକୁ ଘଷିବାରୂପ ଯୋଗସାଧନର ଅନ୍ତର୍ଗତ ପ୍ରକ୍ରିୟାବିଶେଷ — A process of rubbing of the brow practised by persons practising āoga.