Jump to content

କପାଳମୋଚନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳମୋଚନ
ଉଚ୍ଚାରଣ: Kapāḻamochana

ସଂ. ବି. —

୧: ହିନ୍ଦୁମାନଙ୍କର ତୀର୍ଥବିଶେଷ — ୧. A place of Hindu-pilgrimage.

କପାଳମୋଚନ ତୀର୍ଥର ଏହି ଗୁଣ କୃଷ୍ଣସିଂହ. ମହାଭାରତ. ବନ

୨: ମହାଦେବ ମୂର୍ତ୍ତିବିଶେଷ —୨. An image of Ṡiba.