Jump to content

କପାଳରେ କର ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳରେ କର ମାରିବା
ଉଚ୍ଚାରଣ: Kapāḻare kara māribā
কপালে হাত মারা, কপাল চাপড়ান

ଦେ. କ୍ରି. —

୧: ଅତ୍ୟନ୍ତ ଦୁଃଖିତ ହୋଇ ମୁଣ୍ଡରେ ହାତକୁ ବାଡ଼େଇବା — ୧. To strike one's palms on the forehead as a sign of grief.

ସୂର୍ଯ୍ୟ ଅର୍ଜୁନଙ୍କର କର ଶରଙ୍କର, କର ଦେଖି କପାଳେ ମାରି କରି କର କୃଷ୍ଣସିଂହ. ମହାଭରତ. ବିରାଟ

୨: କର୍ମ ଆଦରି ଦୁଃଖ ସହିବା — ୨. To bow one's head to one's lot.