Jump to content

କପାଳରେ ଲେଖା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳରେ ଲେଖା
ଉଚ୍ଚାରଣ: Kapāḻare lekhā
কপালে লেখা

ଦେ. ବିଣ. (ସଂ. କପାଳ+ଲିଖିତ)

(କୌଣସି ବ୍ୟକ୍ତିର) ଭାଗ୍ୟରେ ବିଧାତାଦ୍ବାରା ପୂର୍ବରୁ ନିର୍ଦ୍ଦିଷ୍ଟ (ବିଷୟ) — Preordained (thing).

(ଯଥା—ଦୁଃଖ ପାଇବା ତ ମୋ କପାଳରେ ଲେଖା ଅଛି, ଆଉ କାହାକୁ ଦୋଷ ଦେବି?)