Jump to content

କପାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳିଆ
ଉଚ୍ଚାରଣ: Kapāḻiā

କପାଳୀ, କପାଳେଈ, କପାଳୋଈ'

কপালে भागववान

ଦେ. ବିଣ. ପୁଂ. (ସଂ. କପାଳ) —

୧: ଭାଗ୍ୟବାନ୍; ଅଦୃଷ୍ଟବନ୍ତ — ୧. Fortunate; lucky

୨: କପାଳ ବା ଭାଲଯୁକ୍ତ — ୨. Having a brow; broed.

[ଦ୍ର—ଏହା ଅନ୍ୟ ବିଶେଷଣ ଶବ୍ଦଯୁକ୍ତ ହୋଇ ବ୍ୟବହୃତ ହୁଏ, ଯଥା ହୀନକପାଳିଆ, ଉଞ୍ଚକପାଳିଆ]