Jump to content

କପାଳିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳିକା
ଉଚ୍ଚାରଣ: Kapāḻikā

ସଂ. ବି. ସ୍ତ୍ରୀ. (କପାଳ+କ୍ଷୁଦ୍ରାର୍ଥେ. ଇକ+ସ୍ତ୍ରୀ. ଆ) —

୧: ଖପରା —୧. Potsherd. (Apte)

୨: କ୍ଷୁଦ୍ରକପାଳ —୨. Small brow.

୩: ଦାନ୍ତ ଉପରେ ଥିବା ଶୁଳ୍କ ଆବରଣ — ୩. Tartar of the teeth. (Apte)

୪: ଦନ୍ତରୋଗବିଶେଷ —୪. A tooth-disease.