କପାଳେ ନ ଥିଲେ ଭୂପାଳେ ନ ଦିଅନ୍ତି
ଦେଖଣା
କପାଳେ ନ ଥିଲେ ଭୂପାଳେ ନ ଦିଅନ୍ତି—(ପ୍ରବଚନ) —
ଉଚ୍ଚାରଣ: Kapāḻe na thile bhūpāḻe na dianti
ଯେବେ ଭୋଗ କରିବାକୁ ଆପଣା କର୍ମରେ ନ ଥାଏ ତାହା— ହେଲେ ରାଜା ଦେଲେ ମଧ୍ୟ ତାହା ଭୋଗ ହୋଇ ପାରେ ନାହିଁ —
A saying which means "Kings cannot give you anything unless you are pre- ordained to get it."