କପାସିଆ
ଦେଖଣା
କପାସିଆ —
ଉଚ୍ଚାରଣ: Kāsiā
কাপাসী
पोला, पुला, पोटारि
ତେ. ପୋତ୍ରି; ପଡ୍ଡା; ପାଣ୍ଡିନି
କୋହ୍ଲ. ପଟାଢାମଣ
ଦେ. ବି. (ସଂ. କାର୍ପାସ) —
୧: ଘର ଘର ବୁଲି କରି କପା କିଣୁଥିବା ଲୋକ — ୧. One who visits houses for purchasing cotton.
୨: ଲୁଗା —୨. Cloth.
୩: କପାନିର୍ମିତ ବସ୍ତୁ — ୩. A thing made of cotton.
୫: ଧୂଆଁପତ୍ର ବିକ୍ରି କରୁଥିବା ଶୂଦ୍ର ଜାତି — ୪. A Ṡūdra caste dealing in tabacco.
୫: ନାତିଉଚ୍ଚ ଓ ନାତିନୀଚ ପତ୍ରଝଡ଼ା ଦେଉଥିବା ତରୁ—ବିଶେଷ — ୫. A kind of tree.
[ଦ୍ର—ଏହା ହିମାଳୟ ପ୍ରଦେଶ, ପଶ୍ଚିମ ଘାଟ ପର୍ବତମାଳା ଓ ବ୍ରହ୍ମଦେଶରେ ଜନ୍ମେ ଘାଆ ଆଦିରେ ଏ ବୃକ୍ଷ ପତ୍ର ପଟି ପକାଯାଏ କୀର୍ତ୍ତିକାର]
୬: ଏକା ପ୍ରକାର ମଧୁରନାଦୀ ପକ୍ଷୀ —୬. Minivet (bird).