Jump to content

କପିଙ୍ଗ୍ ପେନ୍ସିଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଙ୍ଗ୍ ପେନ୍ସିଲ
ଉଚ୍ଚାରଣ: Kapiṅg pencil
কপিঙ্গ পোন্সিল कपिङ्ग पेन्सिल्

ବୈଦେ. ବି. (ଇଂ. କପୀଙ୍ଗ୍ ପେନ୍ସିଲ୍) —

ଯେଉଁ ପେନ୍ସିଲ୍ରେ ଖଣ୍ଡିଏ କାଗଜ ଉପରେ ଲେଖିଲେ କାର୍ବନ୍ ପେପର୍ ସାହାଯ୍ୟରେ ତହିଁର ତଳେ ଥିବା ଅନ୍ୟ ପ୍ରସ୍ତ କାଗଜରେ ନକଲ ଉଠେ — Copying pencil.