କପିଞ୍ଜଳ
ଦେଖଣା
କପିଞ୍ଜଳ —
ଉଚ୍ଚାରଣ: Kapin̄jaḻa
ସଂ. ବି. (କ+ପିନ୍ଜ୍ ଧାତୁ=ବଧ କରିବା; ଦୀପ୍ତି ପାଇବା +କର୍ତ୍ତୃ. ଅଳ) —
୧: ଚାତକ ପକ୍ଷୀ (ଦେଖ) ୧. Coccyster bird (Genus, Coculus)
୨: ଗୌରବର୍ଣ୍ଣ ତିତ୍ତିର ପକ୍ଷୀ —୨. Brown swallow.
୩: (ନାମ) ମୁନିବିଶେଷ —୩. A sage.