Jump to content

କପିଧ୍ବଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଧ୍ଵଜ
ଉଚ୍ଚାରଣ: Kapidhwaja

ସଂ. ବି. (ବହୁବ୍ରୀହି; କପି+ଧ୍ଵଜା=ଚିହ୍ନ) —

୧: ଅର୍ଜୁନ —୧. Arjuna.

୨: ଅର୍ଜୁନଙ୍କ ରଥ—(ଏଥିର ପତାକାରେ କପିର ମୂର୍ତ୍ତି ଥିବାରୁ) — ୨. Arjuna's car, having a falg with the figure of a monkey on it.

କପିଧ୍ଵଜେ ବିଜେ କଲେ ସଙ୍ଗେ ଚକ୍ରପାଣି—ରାଧାନାଥ

୩: ଅର୍ଜୁନଙ୍କ ରଥର ପତାକା — ୩. The flag of Arjuna's car.