କପିରାଇଟ୍
ଦେଖଣା
କପିରାଇଟ୍ —
ଉଚ୍ଚାରଣ: Kapirāiṭ
কপিরাইট
कापीराइट
ବୈଦେ. ବି. (ଇଂ. କପୀରାଇଟ୍) —
ପୁସ୍ତକ ଛାପି ବିକ୍ରି କରି ତହିଁର ଉପସ୍ବତ୍ବ ଭୋଗ କରିବାପାଇଁ ଗ୍ରନ୍ଥକାରଙ୍କର ଥିବା ଅଲଙ୍ଘନୀୟ ସ୍ବହ୍ବ — Copy-right.
[ ଦ୍ର—ବର୍ତ୍ତମାନ ପ୍ରଚଳିତ ଆଇନ୍ ଅନୁସାରେ ଗ୍ରନ୍ଥକାର ବଞ୍ଚିଥିବା ପର୍ଯ୍ୟନ୍ତ ଓ ତାଙ୍କ ମରିବାର ପଚାଶବର୍ଷ ୟାକେ ତାଙ୍କ ଗ୍ରନ୍ଥକୁ ତାଙ୍କର ବିନା ଲିଖତ ଅନୁମତିରେ କେହି ଛାପି ପାରିବେ ନାହିଁ ସେ ଓ ତାଙ୍କର ଉତ୍ତରାଧିକାରୀମାନେ ଉକ୍ତ ପୁସ୍ତକର ଲାଭ ପାଇବାରେ ହକ୍ଦାର୍; ତାଙ୍କର ବିନା ଅନୁମତୁର ସେ ପୁସ୍ତକକୁ ଛାପିବା ବ୍ୟକ୍ତି
ତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ କପିରାଇଟ୍ସମ୍ବନ୍ଧୀୟ ମକଦ୍ଦମା ଜିଲ୍ଲା ଜଜ୍କୋଟ୍ କିମ୍ବା ହାଇକୋଟ୍ରେ ଦାଏର୍ ହୁଏ]