Jump to content

କପିଳାଶ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଳାଶ୍ବ
ଉଚ୍ଚାରଣ: Kapiḻāṡwa

ସଂ. ବି. —

୧: (କର୍ମଧା; କପିଳ+ଅଶ୍ବ)—ପିଙ୍ଗଳବର୍ଣ୍ଣର ଘୋଡ଼ା —୧. A brown horse.

୨: (ବହୁବ୍ରୀହି; କପିଳବର୍ଣ୍ଣ ଅଶ୍ବ ୟାହାର) ଇନ୍ଦ୍ର — ୨. Indra.

୩: (ନାମ) ସୂର୍ଯ୍ୟବଂଶୀୟ ରଜା କୁବଳୟାଶ୍ବଙ୍କ ପୁତ୍ର — ୩. Name of a king of the Solar dynasty.