Jump to content

କପିଳାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଳାସ
ଉଚ୍ଚାରଣ: Kapiḻāsa
কপিলাস

ଦେ. ବି. (ସଂ. କୈଳାସ) —

୧: ମହାଦେବଙ୍କ ନିବାସ ସ୍ଥାନ କୈଳାସ ପର୍ବତ —୧. The name of a peak of the Himalayas, said to be the abode of Lord Ṡiba.

ବ୍ରହ୍ମାଭୁବନ ମୋ ନିବାସ, ଶଙ୍କରସ୍ଥାନ କପିଳାସ ଜଗନ୍ନାଥ. ଭାଗବତ

୨: ଓଡ଼ିଶା ଢେଙ୍କାନାଳରାଜ୍ୟସ୍ଥ ପର୍ବତବିଶେଷ — ୨. A mountain in the Dheṅkānāḻa State of Orissa.

ଅଭ୍ର ଗର୍ଭଗିରି କପିଳାସେ ରଶ୍ମି ତହୁଁ ଆସିଥିବ ଧାଇଁ ରାଧାନାଥ. ପାର୍ବତୀ

[ ଦ୍ର—ଏଠାରେ ଜାଗରୟାତ୍ରା ଦିନ ଖୁବ୍ ଉତ୍ସବ ହୁଏ ଓ ବହୁ— ସହସ୍ର ଲୋକ ଏକତ୍ର ହୁଅନ୍ତି ଏଠାରେ ମହାଦେବ ଅଛନ୍ତି ନାଥ ଯୋଗୀମାନେ ଶିବରାତ୍ରି ଦିନ ଏହି ଦେଉଳର ଦ୍ବାର ରକ୍ଷା କରନ୍ତି ଏଠାରେ ଢେଙ୍କାନାଳ ରାଜାଙ୍କର ଗୋଟିଏ ସୁନ୍ଦର ବଙ୍ଗଳା ଅଛି ଏହା ସ୍ବାସ୍ଥ୍ୟକର ସ୍ଥାନ ବୋଲି କଥିତ ଏ ପର୍ବତ ଝରଣା— ଜଳ ସ୍ବାସ୍ଥ୍ୟପ୍ରଦ ବୋଲି ପ୍ରସିଦ୍ଧି ଅଛି]