କପିଳାସିଆ
ଦେଖଣା
କପିଳାସିଆ —
ଉଚ୍ଚାରଣ: Kapiḻāsiā
ଦେ. ବିଣ. —
୧: କପିଳାସସମ୍ବନ୍ଧୀୟ — ୧. Pertaining to the Kapiḻāsa hills.
୨: (କଟକ ଜିଲ୍ଲା) କପିଳାସ ପର୍ବତ ଥିବା ଅଞ୍ଚଳ ବା କଟକର ଉତ୍ତର ପଶ୍ଚିମ ଦିଗରେ ଦେଖା ୟାଉଥିବା (ବିଜୁଳି) — ୨. (lightning) Appearing in the direction of the Kapiḻāsa hills.