କପିଳା ଗାଈ
ଦେଖଣା
କପିଳା ଗାଈ —
ଉଚ୍ଚାରଣ: Kapiḻā gāī
কয়লা গাই
ଦେ. ବି. (ସଂ. କପିଳା ଗାଭୀ) —
୧: ଚମରୀ ଗୌ — ୧. Yak.
୨: କାମଧେନୂ —୨. The cow celebrated in the Purāṇas as the giver of all desirable things asked of her.
୩: ପାଣ୍ଡୁରବର୍ଣ୍ଣବିଶିଷ୍ଟା ଗାଈ; କୋଇଲା ଗାଈ — ୩. A brown cow.
ପଚିଶମମ୍ର ଯେ କପିଳା ଗାଈ ଦିଏ, ବ୍ରହ୍ମହତ୍ୟା ଧ୍ଵଂସନ କରଇ ସେ ରାଯେ କୃଷ୍ଣସିଂହ. ମହାଭାରତ. ଶାନ୍ତି