Jump to content

କପିଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଶା
ଉଚ୍ଚାରଣ: Kapiṡā

ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) —

୧: ମଦ୍ୟବିଶେଷ —୧. The name of a wine.

୨: ନଦୀବିଶେଷ —୨. The name of a river.

୩: ସୁବର୍ଣ୍ମରେଖା ନଦୀ —୩. The river Subarṇṇarekhā.

ୟାମ୍ଯେ ୟାର ଋଷିକୁଲ୍ୟା, କପିଶା ଉତ୍ତରେ ରାଧାନାଥ. ମହାୟାତ୍ରା

୪: ମେଦୀନୀପୁରର ଦକ୍ଷୀଣରେ ଥିବା କଂସାଇ ନଦୀ — ୪. The Cossai river in Midnapur.

[ ଦ୍ର—ଏ ନଦୀକୁ ପାରି ହୋଇ ରଘୁ ଉତ୍କଳ ଦେଶକୁ ଯାଇଥିଲେ.]

୫: ମାଧବୀ ଲତା —୫. The name of a flowering creeper.

୬: ପିଶାଚମାତା —୬. The mother of the Demons.