କପିଶୀର୍ଷ
ଦେଖଣା
କପିଶୀର୍ଷ —
ଉଚ୍ଚାରଣ: Kapiṡīrsha
ସଂ. ବି. (ବହୁବ୍ରୀହି; କପି=ମାଙ୍କଡ଼+ଶୀର୍ଷ=ଉପରିଭାଗ; କପି ୟାହା ଉପରେ ବସନ୍ତି) —
ପାଚୀରୀର ଉପରିଭାଗ; ପ୍ରାକାରାଗ୍ର —The top of a compound wall.