Jump to content

କପି କାଗଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପି କାଗଜ
ଉଚ୍ଚାରଣ: Kapi kāgaja
কপি কাগজ

ଦେ. ବି. (ଇଂ. କପୀ+ଫା. କାଗଜ) —

ଯେଉଁ ମୋଟା କାଗଜରେ ସରକାରୀ ଅଫିସ୍ରୁ ନକଲ ଉତୁରା ଯାଏ —Folio paper.