କପି ଧରିବା
ଦେଖଣା
କପି ଧରିବା —
ଉଚ୍ଚାରଣ: Kapidharibā
কপিঘরা
ଦେ. କ୍ରି —
ପରୀକ୍ଷା ସମୟରେ ଅନ୍ୟାୟରୂପେ ପରର ଲେଖାରୁ ନକଲ କରୁଥିବା ଛାତ୍ରର ଅପରାଧକୁ ସାକ୍ଷାତ୍ ପ୍ରମାଣ ଦ୍ବାରା ଧରିବା —To catch or detect an examinee using unfair means.