Jump to content

କପୀନ୍ଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୀନ୍ଦ୍ର
ଉଚ୍ଚାରଣ: Kapīndra

ସଂ. ବି.—(୭: ମୀ ତତ୍; କପି+ଇନ୍ଦ୍ର=ଶ୍ରେଷ୍ଠ) —

୧: ମାଙ୍କଡ଼ମାନଙ୍କ ରାଜା; କପିଶ୍ରେଷ୍ଠ — ୧. King of monkeys; the chief amongst monkeys.

୨: ହନୁମାନ୍ —୨. Hanumān; the devotee of Ṡrīrāma.

୩: ସୁଗ୍ରୀବ —୩. Sugrība.

୪: ବାଳୀ —୪. Bāḻī