କପୁର କାନ୍ତି
ଦେଖଣା
କପୁର କାନ୍ତି —
ଉଚ୍ଚାରଣ: Kapūra kānti
কপুর্র কান্তি
ଦେ. ବି —
୧: ଏକପ୍ରକାର କର୍ପୂର ସୁଗନ୍ଧଯୁକ୍ତ ପାନ — ୧. A species of camphor-scented betel leaf.
[ ଦ୍ର—ଏ ପାନ ବଙ୍ଗଦେଶରେ ଜନ୍ନେ; ଏଥିରେ ଈଷତ୍ କପୂର ଗନ୍ଧ ଅଛି]
୨: ଏକ ପ୍ରକାର ଧାନ —୨. A kind of paddy.
[ ଦ୍ର—ଏଥିର ଧାନ ସରୁ ଓ ଚାଉଳ ସୁଗନ୍ଧ ଓ ସ୍ବାଦୁ ଅଟେ]