Jump to content

କପୁଷ୍ଟିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୁଷ୍ଟିକା
ଉଚ୍ଚାରଣ: Kapushṭikā

ସଂ. ବି (କ=ମସ୍ତକ+ପୁଷ୍ଟି+କ+ଆ) —

ମସ୍ତକର ଉଭୟ ପାର୍ଶ୍ୟସ୍ଥ କେଶସମୂହ — The hair on both sides of the head.