Jump to content

କପୂରଦାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂରଦାନା
ଉଚ୍ଚାରଣ: Kapūradānā
কপ্পু রদানা ତେ. ୟଳକୁଗିଞ୍ଜଲୁ

ଦେ. ବି. (ସଂ. କର୍ପୂର ଓ ଆ. ଦାନା) —

କପୂର ପରି ବାସିବା ଏକ ପ୍ରକାର ମସଲା — A kind of spice.

[ ଦ୍ର—ଏ ଦାନ ଗୁଡ଼ିକ ଗୁଜରାତି ବା ଅଳାଇଚର ଦାନା ପରି ଏହା ଉଷ୍ଣବୀର୍ୟ୍ୟ]