Jump to content

କପୂରନଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂରନଳି
ଉଚ୍ଚାରଣ: Kapūranaḻi
কপ্পুরনালি

ଦେ. ବି. (ସଂ. କର୍ପୂର+ନାଳିକା) —

୧: ମିଷ୍ଟାନ୍ନବିଶେଷ — ୧. A kind of sweetmeat.

[ ଦ୍ର—ଏହା ଲବଙ୍ଗ, ମରିଚ, କପୁର ଓ ଚିନିମିଶା ପୁରଦିଆ ମଇଦାର ପିଠା]

୨: ଏକ ପ୍ରକାର ସୁବାସିତ ଆମ୍ବ —୨. A species of mango.

୩: ଏକ ପ୍ରକାର ବାହୁର ଅଳଙ୍କାର; ବାଜୁବିଶେଷ — ୩. A kind of armlet.