Jump to content

କପୂରବାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂରବାସ
ଉଚ୍ଚାରଣ: Kapūrabāsa

ଦେ. ବି. (ସଂ. କର୍ପୂର+ବାସ) —

୧: ଖାଦ୍ୟାଦିରେ ମିଶ୍ରିତ ସୁବାସିତ କର୍ପୂର — ୧. Camphor mixed with food etc.

ଲାଭ କିଏ ନବ ଆସ! ଲାଉରେ ପଡ଼ିଛି କପୂରବାସ, ଖାଇଲେ ଛାଡ଼ିବ କାଶ ଶିଶୁଗୀତ

୨: କପୂରର ଗନ୍ଧ —୨. Scent of campher.

ଦେ. ବିଣ. —

କପୂର ପରି ବାସୁଥିବା —Smelling like camphor; having the smell of camphor