Jump to content

କପୂରମାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂରମାଳିଆ
ଉଚ୍ଚାରଣ: Kapūramāḻiā

ଦେ. ବି. (ବଣିଆଙ୍କ ଶଦ୍ଦ) —

ସୁନା ବା ରୂପାରସ ତାରରେ ବୁଣା ଗାଈଛନ୍ଦ ପରି ତିଆରି ବାହୁର ଅଳଙ୍କାରବିଶେଷ —A kind of armlet woven with wire.

ଦେ. ବିଣ —

ଯେଉଁ ମାନେ କପୂରମାଳୀ ପିନ୍ଧିଥାଆନ୍ତି; କର୍ପୂରମାଳାଧାରୀ — (persons) Wearing garlands of camphor-balls.

ସଭାରେ ବସନ୍ତି ଯେତେ କପୂରମାଳିଆ; ସମସ୍ତଙ୍କ ଗାଣ୍ଡିମାନେ ଯେସନ ଓଡ଼ିଆ—କୃଷ୍ଣସିଂହ. ମହାଭାରତ