Jump to content

କପୂରମାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂରମାଳୀ
ଉଚ୍ଚାରଣ: Kapūramāḻī
কপুরেরমালা कपुरकीमाला

ଦେ. ବି. (ସଂ. କର୍ପୂରମାଳା) —

କର୍ପୂର ବା ଭାସ୍କରର ଗୁଳିରେ ତିଆରି ହୋଇଥିବା ଏକ ପ୍ରକାର ମାଳୀ — A garland made of of bells of camphor.

[ ଦ୍ର—ଏହା ସୁବାସିତ ଓ ନାନାରଙ୍ଗଯୁକ୍ତ ହୋଇଥାଏ; ପୁରୀ— ସହରରେ ଏହା ସୁଲିଭ]