Jump to content

କପୂର ଅରକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂର ଅରକ
ଉଚ୍ଚାରଣ: Kapūra araka
করুরের আরক कपूरको अरखि ତୈ. କର୍ପୂରତୈଳମ୍

ଗ୍ରା. ବି —

କର୍ପୂରରୁ ରାସାୟନିକ ଉପାୟରେ ପ୍ରସ୍ତୁତ ଅରଖ —Spirit of camphor.

[ ଦ୍ର—ଏହା ଅତିସାର, ଗ୍ରହଣୀ ଓ ଓଲାଉଠା ରୋଗରେ ଉପକାରୀ]