Jump to content

କପୂର ଆଳତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୂର ଆଳତି
ଉଚ୍ଚାରଣ: Kapūra āḻati
ତେ. କର୍ପୂରଆରତୀ

ଦେ. ବି. (ସଂ. କର୍ପୂର+ଆରାତ୍ରିକ) —

କପୂର ଜାଳି ସେହି ଆଲୋକରେ ଦେବତାଙ୍କ ଆଗରେ କରାଯିବା ଆରତି — Ceremonial waving of a lighted bit of camphor before a Deity.