କପୋତ
ଦେଖଣା
କପୋତ —
ଉଚ୍ଚାରଣ: Kapota
(କପୋତୀ—ସ୍ତ୍ରୀ)
ସଂ. ବି. ପୁଂ. (କ=ବାୟୁ+ପୋଢ=ନୌକା; ଯେ ବାୟୁରେ ନୌକା ପରି ଗତି କରେ) —
୧: ପାରାବତ; ପାରାପକ୍ଷୀ, କବୁତର୍ — ୧. Pigeon.
୨: କାପତା ଚଢ଼େଇ —୨. Dove.
କପୋତ ରାବିବା ଦିଗୋ ଦିଆଇ ଶ୍ରୁତିକି—ଗୋଲକ. ଇନ୍ଦୁରେଖା
୩: ପକ୍ଷୀ —୩. Bird.