Jump to content

କପୋତକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋତକ
ଉଚ୍ଚାରଣ: Kapotaka
(କପୋତିକା—ସ୍ତ୍ରୀ)

ସଂ. ବି. ପୁଂ. (କପୋତ+ସ୍ବାର୍ଥେ. କ) —

୧: କପୋତ (ଦେଖ) ୧. Kapota (See)

୨: କ୍ଷୁଦ୍ର ପକ୍ଷୀ —୨. Small or tiny bird.

୩: (ବୈଦ୍ୟକ) ସୌବୀରାଞ୍ଜନ — ୩. Sulphuret of antimony.