Jump to content

କପୋତପାଳିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋତପାଳିକା
ଉଚ୍ଚାରଣ: Kapotapāḻikā

ସଂ. ବି. ସ୍ତ୍ରୀ. (କପୋତ+ପାଳି ଧାତୁ=ରକ୍ଷାକରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଆ.) —

୧: ବିଟଙ୍କ; ପାରା ରହିବା କୋଠରି; ପାରାଭାଡ଼ି — ୧. Pigeon-hole; dove-cot.

୨: ପକ୍ଷିଶାଳା; ଚିଡ଼ିଆଖାନା — ୨. Aviary; a bird-house.