Jump to content

କପୋତାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋତାରି
ଉଚ୍ଚାରଣ: Kapotāri

ସଂ. ବି. (୬: ଷ୍ଠୀ ତତ୍; କପୋତ+ଅରି) —

ଶ୍ଯେନ; ଛଞ୍ଚାଣ ପକ୍ଷୀ —Hawk; a falcon.