କପୋତୀ
ଦେଖଣା
କପୋତୀ —
ଉଚ୍ଚାରଣ: Kapotī
ସଂ. ବି. ସ୍ତ୍ରୀ. (କପୋତ+ସ୍ତ୍ରୀ. ଈ) —
କପୋତର ସ୍ତ୍ରୀଲିଙ୍ଗ; ମାଈ କାପତା —Feminine of Kapota; a female dove.
କପୋତୀ —
ଉଚ୍ଚାରଣ: Kapotī
ସଂ. ବି. ସ୍ତ୍ରୀ. (କପୋତ+ସ୍ତ୍ରୀ. ଈ) —
କପୋତର ସ୍ତ୍ରୀଲିଙ୍ଗ; ମାଈ କାପତା —Feminine of Kapota; a female dove.