Jump to content

କପୋଳକଳ୍ପନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୋଳକଳ୍ପନା
ଉଚ୍ଚାରଣ: Kapoḻakaḻpanā

ସଂ. ବି. ସ୍ତ୍ରୀ (କପୋଳ+କଳ୍ପନା; ଗାଲରେ ହାତ ଦେଇ ମନେ ମନେ ଯେଉଁ ପାଞ୍ଚମାନ କରେ) —

୧: ଅବାସ୍ତବ ରଚନା — ୧. An imaginary story.

୨: ଗାଲଗଳ୍ପ —୨. A canard.

୩: ଅସାର ପ୍ରଳାପ —୩. Meaningless talk; ravings.