କପୋଳକଳ୍ପିତ
ଦେଖଣା
କପୋଳକଳ୍ପିତ —
ଉଚ୍ଚାରଣ: Kapoḻakaḻpita
ସଂ. ବିଣ (୩: ୟା ତତ୍; କପୋଳ+କଳ୍ପିତ)
ୟାହାର ଅସ୍ତିତ୍ବ ନାହିଁ କେବଳ କଳ୍ପନାଦ୍ବାରା ୟାହା ବର୍ଣ୍ଣିତ; ମନଗଢ଼ା (କଥା) —Invented; fabricated; got up (story).
କପୋଳକଳ୍ପିତ —
ଉଚ୍ଚାରଣ: Kapoḻakaḻpita
ସଂ. ବିଣ (୩: ୟା ତତ୍; କପୋଳ+କଳ୍ପିତ)
ୟାହାର ଅସ୍ତିତ୍ବ ନାହିଁ କେବଳ କଳ୍ପନାଦ୍ବାରା ୟାହା ବର୍ଣ୍ଣିତ; ମନଗଢ଼ା (କଥା) —Invented; fabricated; got up (story).