Jump to content

କପ୍ କପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପ୍ କପ୍
ଉଚ୍ଚାରଣ: Kap kap
টনটন टीसना

ଦେ. ଅ —

୧: ବଥ ଓ ଘାଆ ପ୍ରଭୃତି ବଥାଇବା — ୧. Aching or pangs of a boil or sore.

୨: ଶରୀର ବିନ୍ଧା ବା ବ୍ଯଥା ହେବା — ୨. Aching of the body.

୩: ଦୃଢ଼ ବନ୍ଧନାଦି ଜନିତ ପୀଡ଼ା — ୩. Aching or throbbing due to tight binding.