Jump to content

କଫ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫ
ଉଚ୍ଚାରଣ: Kapha

ସଂ. ବି. (କ=ଜଳ+ଫଳ୍ ଧାତୁ=ନିଷ୍ପନ୍ନ ହେବା+କର୍ତ୍ତୃ. ଅ) —

୧: ଶ୍ଳେଷ୍ମା; ଶରୀରସ୍ଥ ନାଳୁଆ ଧାତୁବିଶେଷ — ୧. Phlegm; one of the three humours of the body.

୨: ଶର୍ଦ୍ଦି —୨. Cold; catarrh.

୩: ଶର୍ଦ୍ଦି ଯୋଗୁଁ ଉତ୍ପନ୍ନ ଗାଢ଼ ଶ୍ଳେଷ୍ମା — ୩. Spittle or mucus due to cold.