Jump to content

କଫଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫଣି
ଉଚ୍ଚାରଣ: Kaphaṇi

ସଂ. ବି. (କ=ସୁଖ+ଫଣ ଧାତୁ=ଗମନ କରିବା+କର୍ତ୍ତୃ. ଇ) —

କଫୋଣି; କହୁଣି —Elbow.