Jump to content

କଫନିଃସରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫନିଃସରଣ
ଉଚ୍ଚାରଣ: Kaphanihsaraṇa

ସଂ. ବି. (୬: ଷ୍ଠୀ ତତ୍; କଫ+ନିଃସରଣ) —

ଅନ୍ତଃସ୍ଥ ଶ୍ଲେଷ୍ମା ପାଟିବାଟେ ବାହାରକୁ ବହିର୍ଗତ ହେବା —Expectoration.