Jump to content

କଫିନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫିନ୍
ଉଚ୍ଚାରଣ: Kaphin
কফিন कफन,कफनी

ବୈଦେ. ବି. (ଇଂ. କଫ୍ଫିନ୍) —

ପୋତା ହେବା ପୂର୍ବେ ମୁର୍ଦାରକୁ ଯେଉଁ ବାକ୍ସରେ ରଖନ୍ତି; ମୁର୍ଦାରକୁ ଯେଉଁ ବାକ୍ସରେ ପୂରାଇ ପୋତନ୍ତି — Coffin.