କଫିବା
ଦେଖଣା
କଫିବା —
ଉଚ୍ଚାରଣ: Kāphibā
(କାଫେଇବା—ଅନ୍ୟରୂପ)
কাফিহওরা
काफिहोना
ଦେ. କ୍ରି. (ଆ. କାଫୀ=ୟଥେଷ୍ଟ) —
୧: ସଫଳ ହେବା — ୧. To be effective.
୨: ପ୍ରଯୋଜନୀୟ ହେବା; କାମରେ ଲାଗିବା —୨. To be of use.
୩: ଅଣ୍ଟିବା; ଉପଯୁକ୍ତ ହେବା — ୩. To suffice; to be enough.