Jump to content

କଫୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫୁଆ
ଉଚ୍ଚାରଣ: Kaphuā
(କଫୋଈ; କଫେଇ—ସ୍ତ୍ରୀ)

ଦେ. ବିଣ. ଫୁ. (ସଂ. କଫୀ) —

ଶ୍ଲେଷ୍ମା ରୋଗାଗ୍ରସ୍ତ — Of a phlegmatic constitution.