ଶବ୍ଦାର୍ଥ:
କଫୋଣି — ଉଚ୍ଚାରଣ: Kaphoṇi
ସଂ. ବି (କ=ମୁଖ+ଫଣ୍=ଗମନ କରିବା+କର୍ତ୍ତୃ. ଇ) —
କହୁଣୀ; ବାହୁର ନିମ୍ନସ୍ଥ ଗ୍ରନ୍ତି —The Elbow.