କଫ କାଟିବା
ଦେଖଣା
କଫ କାଟିବା —
ଉଚ୍ଚାରଣ: Kapha kāṭbā
ଦେ. କ୍ରି. —
ଶର୍ଦ୍ଦିର ପ୍ରତିଷେଧକ ହେବା; ଶରଦି କମାଇବା — To act as a remedy for cold.
(ଯଥା—ଏ ଔଷଧ କଫ କାଟିବ)
କଫ କାଟିବା —
ଉଚ୍ଚାରଣ: Kapha kāṭbā
ଦେ. କ୍ରି. —
ଶର୍ଦ୍ଦିର ପ୍ରତିଷେଧକ ହେବା; ଶରଦି କମାଇବା — To act as a remedy for cold.
(ଯଥା—ଏ ଔଷଧ କଫ କାଟିବ)