Jump to content

କଫ ରୁଦ୍ଧିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଫ ରୁଦ୍ଧିବା
ଉଚ୍ଚାରଣ: Kapha rudhibā

ଦେ. ବି —

ଶର୍ଦ୍ଦିରେ ନାକ ବନ୍ଦ ହୋଇଯିବା; କଫ ରୋଗରେ ନିଃଶ୍ବାସମାର୍ଗ ବନ୍ଦ ହୋଇ ଆସିବା — (the respiratory canal) Being chocked up by phlegm; asphyxation by phlegm.

(ଯଥା—ତାକୁ କଫ ରୁନ୍ଧିଛି)