କବଚ
ଦେଖଣା
କବଚ —
ଉଚ୍ଚାରଣ: Kabacha
ସଂ. ବି (କୁ=ଶବ୍ଦ କରିବା+କର୍ତ୍ତୃ. ଅଚ) —
୧: ସାଞ଼୍ଜୁ — ୧. Armour; mail.
୨: ସ୍ତବକାରୀର ଅଙ୍ଗରକ୍ଷା ହେବା ଉଦ୍ଦେଶ୍ୟରେ ଦେବତାଙ୍କ ଆଗେ ବୋଲାଜିବା ସ୍ତୋତ୍ର —୨. A hymn which is recited to protect the devotee from harm.
୩: ଶରୀର ରକ୍ଷା କରିବା ନିମନ୍ତେ ବ୍ୟବହ୍ତତ ଡେଉଁରିଆ — ୩. A charm; an amulet; talisman.
୪: ନାଗରା ବାଦ୍ୟ —୪. A kettledrum.
୫: ଗର୍ନ୍ଧଭାଣ୍ଡ ବୃକ୍ଷ; ପ୍ଳକ୍ଷ —୫. A tree.
୬: ଗଛର ଛାଲ (ହି. ଶବ୍ଦସାଗର) —୬. Bark.