Jump to content

କବଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବଜିବା
ଉଚ୍ଚାରଣ: Kabajibā

ଦେ. କ୍ରି —

୧: ଜୋର କରି ଧରିବା; ୟାବୁଡ଼ି ଧରିବା — ୧. To hold with a firm grip.

୨: ଅଟକାଇବା; ବନ୍ଦ କରିବା — ୨. To stop; to restrain.