କବଜ୍
ଦେଖଣା
କବଜ୍ —
ଉଚ୍ଚାରଣ: Kabaj
ବୈଦେ. ବ. (ଆ. କବ୍ଜ୍=ରସିଦ ଗ୍ରହଣ; ଅଟକ) —
୧: ଅଟକ; ଅଟକା; ରୋଧ — ୧. Restraint; stoppage.
(ଯଥା—ଝା଼ଡ଼ାକବଜ୍=କୋଷ୍ଠବଦ୍ଧତା)
୨: ଅକ୍ତିଆର —୨. Control; authority.
୩: ରସିଦ —୩. Receipt.
୪: ମୁସଲମାନ ବାଦସାହାଙ୍କ ଅମଳର ଏକରୀତି, ୟହିଁରେ ସୈନିକମାନେ ତାଙ୍କର ଦରମା ଜମିଦାରଙ୍କ ଠାରୁ ଅସୁଲ କରିବା ପାଇଁ ରାଜାଜ୍ଞା ପାଉଥିଲେ — ୪. A system under the rule of Mahomedan Emperors by which soldiers were authorised to realize their pay direct from Zamindars.